ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଉନ୍ନତି ନିମନ୍ତେ ତିଆରି କରାଯାଇଛି।।। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଶୋ ଶୋ, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ ଶୁଣି ନିଜ ଜୀବନକୁ ମୂଲ୍ୟବୋଧ ରେ ଭରପୁର କରି ପାରିବେ ପାରିବେ ପାରିବେ ଜୀବନକୁ ଭରପୁର କରି ପାରିବେ ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ପଠେଇ ପାରିବେ।।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ।।। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ।।।। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ପରିବର୍ତ୍ତନ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ସମର୍ପିତ ରୂପେ କାର୍ଯ୍ୟରତ କାର୍ଯ୍ୟରତ | ତା ସହିତ ମିଳିତ ଲୋକସମ୍ପର୍କ ବିଭାଗ ସହିତ ଜଡିତ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ କାର୍ଯ୍ୟରତ କାର୍ଯ୍ୟରତ କାର୍ଯ୍ୟରତ ମଧ୍ୟ କାର୍ଯ୍ୟରତ
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ।।। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ | https://www.brahmakumaris.com/centers/
Додаток Radio Amrutavani створено центрами Brahma Kumaris Odisha для духовного піднесення жителів Odisha. Слухачі цього додатка можуть збагатити своє життя духовними цінностями, слухаючи легкі уроки медитації Раджа-йоги, духовні дискурси, ток-шоу про цінності, сесії запитань-відповідей і гарні позитивні пісні щодня. Слухачі можуть надіслати свої записи, звернувшись до Амрітані за номером WhatsApp 9414152625, щоб взяти участь у програмі радіо Амрітані.
Brahma Kumaris — це міжнародний навчальний заклад, яким керують жінки. Цей всесвітній духовний рух, який розпочався в 1936 році, зараз поширений у 137 країнах на 5 континентах. Цей навчальний заклад також працює як міжнародна неурядова організація у співпраці з Департаментом зі зв’язків з громадськістю ООН, присвячена позитивній особистісній трансформації людської раси та позитивній трансформації світу.
Студенти можуть звернутися до наших найближчих центрів медитації, щоб дізнатися більше про медитацію Раджа-йоги. Щоб дізнатися адресу найближчого сервісного центру, ви можете перейти за посиланням нижче та знайти назву свого міста https://www.brahmakumaris.com/centers/