ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ଧ୍ୟାନ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ ପ୍ରବଚନ ପ୍ରବଚନ ଟକ୍ ଶୋ ଶୋ, ପ୍ରଶ୍ନୋତ୍ତର ଏବଂ ଏବଂ ସୁନ୍ଦର ଗୀତ କାର୍ଯକ୍ରମ ଶୁଣି ନିଜ ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ମୂଲ୍ୟବୋଧ ରେ ଭରପୁର ଭରପୁର କରି ପାରିବେ।।।।।।।।।।।।।।।।।।।।। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ନିଜ ରେକର୍ଡିଂ ପଠେଇ ପାରିବେ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ।। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ କାର୍ଯ୍ୟରତ କାର୍ଯ୍ୟରତ ତା ତା ସହିତ ସହିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ଜଡିତ ହୋଇ ହୋଇ ଏକ ଆନ୍ତର୍ଜାତୀୟ ଏନଜିଓ ଏନଜିଓ ଭାବରେ ମଧ୍ୟ ମଧ୍ୟ କାର୍ଯ୍ୟରତ।।।।।।।।।।।।।।।।।।।।।।।।।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ନିମ୍ନ ଲିଙ୍କକୁ ନିଜ ସହରର ସହରର ନାଁ ନାଁ ଖୋଜି ପାରିବେ | https://www.brahmakumaris.com/centers/
Aplikacijo Radio Amrutavani so ustvarili centri Brahma Kumaris Odisha za duhovno dviganje prebivalcev Odishe. Poslušalci te aplikacije lahko obogatijo svoje življenje z duhovnimi vrednotami tako, da vsak dan poslušajo enostavne lekcije meditacije radža joge, duhovne diskurze, pogovorne oddaje o vrednotah, seanse vprašanj in odgovorov ter čudovite pozitivne programe pesmi. Poslušalci lahko svoje posnetke pošljejo tako, da pokličejo Amritanijevo številko WhatsApp 9414152625 in sodelujejo v programu radia Amritani.
Brahma Kumaris je mednarodna izobraževalna ustanova za vrednote, ki jo vodijo ženske. To svetovno duhovno gibanje, ki se je začelo leta 1936, je danes razširjeno v 137 državah na 5 celinah. Ta izobraževalna ustanova deluje tudi kot mednarodna nevladna organizacija v sodelovanju z Oddelkom za javne zadeve Združenih narodov, namenjena pozitivni osebni preobrazbi človeške rase in pozitivni preobrazbi sveta.
Študenti se lahko obrnejo na naše najbližje meditacijske centre, če želite izvedeti več o meditaciji radža joge. Če želite izvedeti naslov najbližjega servisnega centra, lahko greste na spodnjo povezavo in poiščete ime svojega mesta https://www.brahmakumaris.com/centers/
Posodobljeno dne
26. feb. 2023