ରେଡିଓ ଅମୃତବାଣୀ ଆପ୍ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ସହଜ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ, ପ୍ରଶ୍ନୋତ୍ତର ଏବଂ ସକାରାତ୍ମକ କାର୍ଯକ୍ରମ ଶୁଣି ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ରେ ଭରପୁର କରି ପାରିବେ। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ ନିଜ ରେକର୍ଡିଂ ପଠେଇ ପାରିବେ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ | ତା ସହିତ ଜାତିସଂଘର ଲୋକସମ୍ପର୍କ ସହିତ ଜଡିତ ହୋଇ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ।।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ନାଁ ନାଁ ଖୋଜି ପାରିବେ | https://www.brahmakumaris.com/centers/
Aplikácia Radio Amrutavani je vytvorená centrami Brahma Kumaris Odisha pre duchovné pozdvihnutie ľudí v Uríši. Poslucháči tejto aplikácie môžu obohatiť svoje životy o duchovné hodnoty každodenným počúvaním jednoduchých lekcií meditácie Raja Yoga, duchovných diskusií, diskusných relácií o hodnotách, relácií otázok a odpovedí a krásnych pozitívnych piesňových programov. Poslucháči môžu poslať svoje nahrávky kontaktovaním čísla WhatsApp spoločnosti Amritani 9414152625, aby sa mohli zúčastniť programu Amritani Radio.
Brahma Kumaris je medzinárodná hodnotová vzdelávacia inštitúcia riadená ženami. Toto celosvetové duchovné hnutie, ktoré začalo v roku 1936, je dnes rozšírené v 137 krajinách na 5 kontinentoch. Tento vzdelávací inštitút funguje aj ako medzinárodná mimovládna organizácia v spojení s Oddelením pre verejné záležitosti OSN, ktorá sa venuje pozitívnej osobnej transformácii ľudskej rasy a pozitívnej transformácii sveta.
Študenti môžu kontaktovať naše najbližšie meditačné centrá, aby sa dozvedeli viac o meditácii Raja Yoga. Ak chcete zistiť adresu najbližšieho servisného strediska, môžete prejsť na odkaz nižšie a vyhľadať názov svojho mesta https://www.brahmakumaris.com/centers/