ରେଡିଓ ଅମୃତବାଣୀ ଆପ୍ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ପ୍ରତିଦିନ ସହଜ ସହଜ ରାଜଯୋଗ ଧ୍ୟାନ, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ଶୁଣି ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ଭରପୁର କରି ପାରିବେ।। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ ନିଜ ନିଜ ରେକର୍ଡିଂ ପଠେଇ ପାରିବେ।।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି 137 ଟି ଦେଶରେ ବ୍ୟାପକ।। ଏହି ଶିକ୍ଷା ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ | ତା ସହିତ ମିଳିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ହୋଇ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ।।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ପାଇଁ ନିମ୍ନ ଲିଙ୍କକୁ ଯାଇ ଯାଇ ନିଜ ସହରର ନାଁ ପାରିବେ | https://www.brahmakumaris.com/centers/
O aplicativo Radio Amrutavani foi criado pelos centros Brahma Kumaris Odisha para a elevação espiritual do povo de Odisha. Os ouvintes deste aplicativo podem enriquecer suas vidas com valores espirituais ouvindo lições fáceis de meditação Raja Yoga, discursos espirituais, programas de entrevistas sobre valores, sessões de perguntas e respostas e belos programas de música positiva todos os dias. Os ouvintes podem enviar suas gravações entrando em contato com o número de WhatsApp da Amritani 9414152625 para participar do programa Rádio Amritani.
A Brahma Kumaris é uma instituição internacional de educação em valores administrada por mulheres. Este movimento espiritual mundial, que começou em 1936, está agora difundido em 137 países nos 5 continentes. Este instituto educacional também está trabalhando como uma ONG internacional em associação com o Departamento de Assuntos Públicos das Nações Unidas, dedicada à transformação pessoal positiva da raça humana e à transformação positiva do mundo.
Os alunos podem entrar em contato com nossos centros de meditação mais próximos para saber mais sobre a meditação Raja Yoga. Para saber o endereço da central de atendimento mais próxima, você pode acessar o link abaixo e procurar pelo nome da sua cidade https://www.brahmakumaris.com/centers/
Atualizado em
26 de fev. de 2023