ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ନିମନ୍ତେ ତିଆରି।। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ଶୁଣି ନିଜ ଜୀବନକୁ ଆଧ୍ୟାତ୍ମିକ ରେ ଭରପୁର ଭରପୁର କରି ପାରିବେ।।।।।।।। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ ପାରିବେ।।।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ମୂଲ୍ୟବୋଧ ଶିକ୍ଷା।। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ।। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ସମର୍ପିତ କାର୍ଯ୍ୟରତ କାର୍ଯ୍ୟରତ ତା ମିଳିତ ମିଳିତ ଜାତିସଂଘର ବିଭାଗ ସହିତ ଜଡିତ ହୋଇ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ।।।।।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ ସମ୍ପର୍କ କରି।। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ନାଁ ଖୋଜି ପାରିବେ | https://www.brahmakumaris.com/centers/
A Radio Amrutavani alkalmazást a Brahma Kumaris Odisha központok hozták létre az oriszai emberek lelki felemelkedésére. Az alkalmazás hallgatói spirituális értékekkel gazdagíthatják életüket, ha minden nap könnyű Raja Yoga meditációs leckéket, spirituális beszélgetéseket, értékeket bemutató talkshow-kat, kérdések-feleleteket és gyönyörű pozitív dalokat hallgatnak. A hallgatók elküldhetik felvételeiket az Amritani WhatsApp 9414152625 telefonszámán, hogy részt vegyenek az Amritani Radio programban.
A Brahma Kumaris egy nők által vezetett nemzetközi értékoktatási intézmény. Ez az 1936-ban indult világméretű spirituális mozgalom ma már 5 kontinens 137 országában elterjedt. Ez az oktatási intézmény nemzetközi civil szervezetként is működik az Egyesült Nemzetek Közügyek Osztályával együttműködve, és elkötelezett az emberi faj pozitív személyes átalakulása és a pozitív világ átalakulása érdekében.
A hallgatók felvehetik a kapcsolatot a legközelebbi meditációs központjainkkal, hogy többet tudjanak meg a Raja Yoga meditációról. A legközelebbi szerviz címének megismeréséhez lépjen az alábbi linkre, és keresse meg a város nevét https://www.brahmakumaris.com/centers/
Frissítve:
2023. febr. 26.