ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ଶୁଣି ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ରେ ରେ ଭରପୁର କରି ପାରିବେ।। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ନେବା ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ ପାରିବେ ପାରିବେ।। ପାରିବେ ପଠେଇ ରେକର୍ଡିଂ ରେକର୍ଡିଂ ରେକର୍ଡିଂ ରେକର୍ଡିଂ ନିଜ ନିଜ ନିଜ ନିଜ ନିଜ ନିଜ କରି କରି କରି କରି କରି କରି କରି
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936. ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ | ତା ମିଳିତ ଜାତିସଂଘର ଲୋକସମ୍ପର୍କ ଲୋକସମ୍ପର୍କ ବିଭାଗ ସହିତ ହୋଇ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ।।
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ | https://www.brahmakumaris.com/centers/
Aplikaciju Radio Amrutavani stvorili su centri Brahma Kumaris Odisha za duhovno uzdizanje ljudi Odishe. Slušatelji ove aplikacije mogu obogatiti svoje živote duhovnim vrijednostima slušajući jednostavne lekcije Raja Yoga meditacije, duhovne diskurse, talk show emisije o vrijednostima, sesije s pitanjima i odgovorima i prekrasne pozitivne programe pjesama svaki dan. Slušatelji mogu slati svoje snimke tako da kontaktiraju Amritanijev WhatsApp broj 9414152625 kako bi sudjelovali u programu Amritani radija.
Brahma Kumaris međunarodna je obrazovna ustanova za vrijednosti koju vode žene. Ovaj svjetski duhovni pokret, koji je započeo 1936., sada je raširen u 137 zemalja na 5 kontinenata. Ovaj obrazovni institut također djeluje kao međunarodna nevladina organizacija u suradnji s Odjelom za javne poslove Ujedinjenih naroda, posvećena pozitivnoj osobnoj transformaciji ljudske rase i pozitivnoj transformaciji svijeta.
Studenti mogu kontaktirati naše najbliže centre za meditaciju kako bi saznali više o Raja Yoga meditaciji. Da biste saznali adresu najbližeg servisnog centra, možete otići na donju poveznicu i pretražiti naziv svog grada https://www.brahmakumaris.com/centers/