ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି।।। " ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ ପାରିବେ।।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ।।। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି 137 ଟି ଦେଶରେ ବ୍ୟାପକ।।। "
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ।।। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ | https://www.brahmakumaris.com/centers/
Die Radio Amrutavani-App wurde von Brahma Kumaris Odisha-Zentren für die spirituelle Erhebung der Menschen in Odisha erstellt. Die Zuhörer dieser App können ihr Leben mit spirituellen Werten bereichern, indem sie jeden Tag einfache Raja Yoga Meditationsstunden, spirituelle Diskurse, Werte-Talkshows, Frage-Antwort-Sitzungen und schöne positive Songprogramme hören. Zuhörer können ihre Aufnahmen senden, indem sie Amritanis WhatsApp-Nummer 9414152625 kontaktieren, um am Programm von Amritani Radio teilzunehmen.
Brahma Kumaris ist eine internationale, von Frauen geleitete Bildungseinrichtung für Werte. Diese weltweite spirituelle Bewegung, die 1936 begann, ist heute in 137 Ländern auf 5 Kontinenten weit verbreitet. Dieses Bildungsinstitut arbeitet auch als internationale NGO in Zusammenarbeit mit der Abteilung für öffentliche Angelegenheiten der Vereinten Nationen, die sich der positiven persönlichen Transformation der Menschheit und der positiven Welttransformation widmet.
Schüler können sich an unsere nächstgelegenen Meditationszentren wenden, um mehr über Raja Yoga-Meditation zu erfahren. Um die Adresse des nächstgelegenen Servicezentrums zu erfahren, können Sie auf den folgenden Link gehen und nach dem Namen Ihrer Stadt suchen https://www.brahmakumaris.com/centers/
Aktualisiert am
26.02.2023